#ନିଖୋଜ୍_ସନ୍ନି_ଦେଓଲ !
#ଛାଡ଼ିଦେଲେ_କି_ରାଜନୀତି?
ଆଗକୁ ଆସୁଛି ୨୦୨୪ ନିର୍ବାଚନ । ଯାହାକୁ ନେଇ ଏବେଠୁ ଚାଲିଲାଣି କଶରତ । ସବୁ ରାଜନୈତିକ ଦଳ ଭୋଟ ହାତେଇବା ପାଇଁ ଚଲାଇଛନ୍ତି ଷ୍ଟ୍ରାଟେଜି । ହେଲେ ଏହାରି ଭିତରେ ଆଉ ନଜର ଆସୁନାହାନ୍ତି ଅଭିନେତାରୁ ରାଜନେତା ପାଲଟିଥିବା ସନ୍ନି ଦେଓଲ । ୨୦୧୯ ଲୋକସଭା ନିର୍ବାଚନରେ ଗୁରୁଦାସପୁରରୁ ସୁନୀଲ ଜାଖଡଙ୍କୁ ପରାସ୍ତ କରିଥିଲେ ସନ୍ନି ଦେଓଲ । ଲୋକସଭା ନିର୍ବାଚନ ବେଳେ ସବୁବେଳେ ସେ ଚର୍ଚ୍ଚା ରହିଆସୁଥିଲେ । ହେଲେ ଏବେ କିଛି ଦିନ ହେବ ତାଙ୍କ ଅନୁପସ୍ଥିତିକୁ ନେଇ ଉଠିଛି ଅନେକ ପ୍ରଶ୍ନ । ନା ତାଙ୍କୁ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି । ନା ସେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଦେଖନ୍ତୁ ଏହି ରିପୋର୍ଟ...
#thequiver #UpdateNews Sunny Deol #missingsunnydeol! #gurudaspur Bharatiya Janata Party (BJP) #BJPMP

Get Touch With Us!

Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/